ଏହି ବ୍ୟକ୍ତିଙ୍କ ସହିତ ସାଉଥ ଅଭିନେତ୍ରୀ Anushka Shetty ଙ୍କ ବିବାହ ପକ୍କା ହୋଇଯାଇଛି ! ନାଁ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ।


ନମସ୍କାର ଦର୍ଶକ ବନ୍ଧୁ ! ଆପଣ ମାନଙ୍କୁ ବହୁତ୍ ବହୁତ୍ ସ୍ୱାଗତ କରୁଛୁ ଆମର ଏହି  News Odia 24 ନ୍ୟୁଜ ପୋର୍ଟାଲ  କୁ । ଦର୍ଶକ ବନ୍ଧୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନେ ତାଙ୍କର ଜବରଦସ୍ତ ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟରେ ଅଲଗା ଜାଗା ନିଜ ପାଇଁ ସୃଷ୍ଟି କରି ପାରିଛନ୍ତି ।ଅନେକ କଳାକାର ମାନେ ଅଭିନୟ କରିବା ସହ ତାଙ୍କ ନିଜ ପର୍ଶନାଲ ଲାଇଫ ଉପରେ ବି ଅଧିକ ଧ୍ୟାନ ରଖିଥାନ୍ତି । ତେଣୁ କିଛି କଳାକାର ମାନେ ଅଭିନୟ କରିବା ସହ ପ୍ରେମ ମଧ୍ୟ କରନ୍ତି ଏବଂ ବିବାହ କରିଥାନ୍ତି । ଏମିତି ବି ଅନେକ କଳାକାର ଅଛନ୍ତି ଯେଉଁମାନେ ପ୍ରେମ ବା ବିବାହ ଠୁ ଦୁରରେ ରହିବାକୁ ଅଧିକ ପସନ୍ଦ କରିଥାନ୍ତି । ହଁ ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏକି ପ୍ରେମ ବା ବିବାହ ଠୁ ଦୁରରେ ରହିବାକୁ ପସନ୍ଦ କରନ୍ତି । ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଚାନ୍ଚଲ୍ୟ ସୃଷ୍ଟି କରିଥିବା ଅଭିନେତ୍ରୀ ଅନୁଷ୍କା ସେଟି । ସେ ଅନେକ ସୁପର ହିଟ୍ ଫିଲ୍ମରେ କାମ କରିଛନ୍ତି । ସେ ନିଜ ଅଭିନୟ ଓ ନିଜ ସୁନ୍ଦରତା ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଅନୁଷ୍କା ସେଟି ପାଇଁ ପ୍ରାୟ ସମସ୍ତେ ଦିବାନା । ଅନୁଷ୍କା ସେଟି ଙ୍କ ନାମରେ ପ୍ରେମ ବା ବିବାହ କୁ ନେଇ ପୂର୍ବରୁ ଅନେକ ଗୁଜବ ମଧ୍ୟ ଦେଖିବାକୁ ମିଳିଥିଲା ଏବଂ ଏବେ ମଧ୍ୟ ଚାଲିଛି । କିନ୍ତୁ ଦର୍ଶକ ବନ୍ଧୁ News Odia 24 ନ୍ୟୁଜ ପୋର୍ଟାଲ୍ ! ଅନେକ ରିସର୍ଚ୍ଚ କରିବା ପରେ ଆପଣ ମାନଙ୍କ ପାଇଁ ସମ୍ପୁର୍ଣ୍ଣ ଖବର ଆଣିଥାଏ । ତେବେ ଆସନ୍ତୁ ଜାଣିବା ଅନୁଷ୍କା ସେଟି ଙ୍କ ବିବାହ କୁ ନେଇ ସମ୍ପୁର୍ଣ୍ଣ ଖବର । 


ଅନୁଷ୍କା ବିବାହ କୁ ନେଇ ମିଡ଼ିଆ ଏବଂ ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଗୁଜବ ଦେଖିବାକୁ ମିଳୁଛି । ଏବଂ ଏହାମଧ୍ୟ ସତ୍ୟ ଯେ ଅନୁଷ୍କାଙ୍କ ନାମ ସହିତ ବହୁତ ସାଉଥ ଅଭିନେତାଙ୍କ ନାମ ମଧ୍ୟ ଯୋଡା ହୋଇଛି । ଅଧିକାଂଶ ଅନୁଷ୍କା ଏବଂ ପ୍ରଭାସ୍ କୁ ନେଇ ଗୁଜବ ଦେଖିବାକୁ ମିଳିଥାଏ । କାହିଁକି ନା ପ୍ରଭାସ ଓ ଅନୁଷ୍କାଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣ ଅନେକ ଫିଲ୍ମରେ ଏକା ସହ କାମ କରିଛନ୍ତି ଓ ଏହି ଦୁଇଜଣ ପରସ୍ପରକୁ ବହୁତ ପସନ୍ଦ ମଧ୍ୟ କରନ୍ତି । କିନ୍ତୁ ଅନୁଷ୍କା ନିଜ ବିବାହ କୁ ନେଇ ଆଜି ପର୍ଯ୍ୟନ୍ତ ମିଡ଼ିଆ ବା  ସୋସିଆଲ ମିଡ଼ିଆ ରେ କିଛି ବି ପ୍ରକାଶ କରିନାହାନ୍ତି । ପ୍ରଭାସଙ୍କ ବିଷୟରେ ଏତିକି କୁହନ୍ତି ଯେ ସେ ଜଣେ ତାଙ୍କର ଭଲ ସାଙ୍ଗ ଏବଂ ପ୍ରଭାସ ମଧ୍ୟ ଏହାହିଁ କୁହନ୍ତି । 

ଏହି କିଛି ଦିନ ତଳେ Siasat.com ଏବଂ TOI ଦ୍ବାରା ପ୍ରକାଶିତ କିଛି ରିପୋର୍ଟରେ କୁହାଯାଇଛି ଯେ ଅନୁଷ୍କା ଖୁବ୍ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ଜଣେ ଦୁବାଇର ବ୍ୟବସାୟୀ ଅଟନ୍ତି । ହେଲେ ଏହି ବ୍ୟବସାୟୀଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ ଓ ଅନ୍ୟ ପକ୍ଷରେ ଏହା ମଧ୍ୟ ଜଣା ଯାଇଛି ଯେ, ଏହି ଦୁବାଇ ବ୍ୟବସାୟୀ ଜଣକ ବୟସରେ ଅନୁଷ୍କାଙ୍କ ଠାରୁ ସାନ ଅଟନ୍ତି । ଅନୁଷ୍କାଙ୍କ ବିବାହକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଧିକାରିକ ବୟାନ ସାମ୍ନାକୁ ଆସି ନାହିଁ । ଏହି ଖବରଟି ମିଛ ହୋଇପାରେ ବୋଲି ଅଧିକାଂଶ ଲୋକ କହିଛନ୍ତି । ଅନୁସ୍କାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହା ଜାଣିବାକୁ ଚାହୁଁଛନ୍ତି ଯେ, ଅନୁଷ୍କା କେବେ ବିବାହ କରିବାକୁ ଯାଉଛନ୍ତି । ତେବେ ଦର୍ଶକ ବନ୍ଧୁ ଏହା ଥିଲା ଅନୁଷ୍କାଙ୍କ ବିବାହ କୁ ନେଇ ଭାଇରାଲ ଖବର ।

ଆମେ ଆଶା କରୁଛୁ ଯେ ଏହି ଖବର ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ ।

ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ । ଆମେ upload କରୁ filme news, business news, health tips, jokes funny, entertainment, new,government job news, private job news, lifestyle, ଏବଂ ଆହୁରି ମଧ୍ୟ ଅନେକ କିଛି ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 ।

Newest
Previous
Next Post »