ଏହି ସବୁ ସ୍ଥାନରେ ଶାରୀରିକ ସମ୍ପର୍କ ମରିଗଲେ ରଖନ୍ତୁ ନାହିଁ ! ମୃତ୍ୟୁ ଆଉ ଦରିଦ୍ରତା ଆପଣଙ୍କ ପିଛା ଛାଡିନଥାଏ । ଏବଂ ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳି, ଝଗଡ଼ା, ଅଶାନ୍ତି, ଲାଗି ରହିଥାଏ

 

ନମସ୍କାର ଦର୍ଶକ ବନ୍ଧୁ ! ଆପଣ ମାନଙ୍କୁ ବହୁତ୍ ବହୁତ୍ ସ୍ୱାଗତ କରୁଛୁ ଆମର ଏହି  News Odia 24 ନ୍ୟୁଜ ପୋର୍ଟାଲ  କୁ । ଦର୍ଶକ ବନ୍ଧୁ ଆଜି କାଲି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଅଧିକ ଅଶାନ୍ତି, ଝଗଡ଼ା, ଦେଖିବାକୁ ମିଳୁଛି । ଏହା କେତେକ ନିଜନିଜର ଭୁଲ୍ ବୁଝାମଣା ଦ୍ୱାରା ହୋଇଥାଏ ତ ! ଆଉ କେତେକ ଅଜାଣତରେ ଶାସ୍ତ୍ର ଧର୍ମ ଗ୍ରନ୍ଥ ନିୟମ ଅନୁଯାୟୀ ଭୁଲ୍ ସ୍ଥାନ ରେ ଶାରୀରିକ ସମ୍ବନ୍ଧ ବନାଇବା ଦ୍ବାରା ହୋଇଥାଏ । କାହିଁକି ନା ଶାସ୍ତ୍ର ରେ ଏମିତି କିଛି ସ୍ଥାନ ବିଷୟରେ ଉଲ୍ଲେଖ କରାଯାଇଛି ଯେଉଁ ସ୍ଥାନର ପାଖ‌ପାଖି ରେ ମଧ୍ୟ ! ଶାରୀରିକ ସମ୍ପର୍କ ବନାଇବା ବହୁତ ଅଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଦିନ କୁ ଦିନ ଝଗଡ଼ା, ଅଶାନ୍ତ, ବଢ଼ିବାରେ ଲାଗିଥାଏ । ପରିବାର ଲୋକଙ୍କ ସହିତ ମଧ୍ୟ ଅଧିକାଂଶ ଝଗଡ଼ା ହୋଇଥାଏ । ଏବଂ ଏହିପରି ବ୍ୟକ୍ତି ପାପର ଭାଗୀଦାର ହୋଇଥାଏ ତା ସହିତ ଏପରି ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମା’ ଲକ୍ଷ୍ମୀ କ୍ରୋଧ କରିଥାନ୍ତି ଓ ସେ ଦରିଦ୍ର ହେବାକୁ ଲାଗେ । ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହିଭଳି କିଛି ଗୁରୁତ୍ଵପୂର୍ଣ୍ଣ ସ୍ଥାନ ବିଷୟରେ । କେଉଁ ସ୍ଥାନର ପାଖ‌ପାଖି ରେ ମଧ୍ୟ ଭୁଲ୍ ରେ ବି ଶାରୀରିକ ସମ୍ପର୍କ ରଖିବା ଆଦୁ ଉଚିତ ନୁହେଁ ।



୧. ପବିତ୍ର ନଦୀ ପାଖରେ


କିଛି ଲୋକ ପାଣି ରେ ରୋମାନ୍ସ କରିବାକୁ ବହୁତ ପସନ୍ଦ କରିଥାନ୍ତି । ଏବଂ ପାଣି ଭିତରେ ହିଁ ଶାରୀରିକ ସମ୍ପର୍କ ବନାଇଥାନ୍ତି ଯାହା କି ବହୁତ ଖରାପ ଅଟେ । ଏହିପରି କରିବା ଦ୍ଵାରା ଗଙ୍ଗାମାତା ଙ୍କୁ ବହୁତ ଅପମାନ ହୋଇଥାଏ । ଏହିପରି ବ୍ୟକ୍ତି ପାପର ଭାଗୀଦାର ହୋଇଥାଏ ଏବଂ ତାଙ୍କର ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧ୍ୟ ରେ ଝଗଡ଼ା, ଅଶାନ୍ତ, ବଢ଼ିବାରେ ଲାଗିଥାଏ । ନଦୀ ପାଖରେ ରୋମାନ୍ସ କରିବା ମଧ୍ୟ ଅଶୁଭ ହୋଇଥାଏ ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଏ ।




୨. ମନ୍ଦିର କିମ୍ବା ଯେକୌଣସି ପବିତ୍ର ସ୍ଥାନ ପରିସରରେ

ମନ୍ଦିର ଏକ ଅତି ପବିତ୍ର ସ୍ଥାନ ! ଯେଉଁଠି ଆମେ ଉପବାସ ବ୍ରତ କରି ପୂଜା କରିବାକୁ ଯାଇଥାଉ । ଶାସ୍ତ୍ର ଅନୁସାରେ ମନ୍ଦିର ପରିସରରେ ଏପରି କାର୍ଯ୍ୟ କୁ ବର୍ଜିତ ମନାଯାଇଥାଏ । ମନ୍ଦିର କିମ୍ବା ଯେକୌଣସି ପବିତ୍ର ସ୍ଥାନ ରେ ଏପରି କରିବା ମହାପାପ ହୋଇଥାଏ । ମନ୍ଦିରରେ ସ୍ଵାମୀ ସ୍ତ୍ରୀଙ୍କୁ ଠିକ ଭାବରେ ରହିବା ନିହାତି ଆବଶ୍ୟକ ।




୩. ଋଷି, ମୁନି, ମହାପୁରୁଷଙ୍କ ପାଖରେ

ଯଦି ପାଖରେ କୌଣସି ବ୍ରାହ୍ମଣ, ଋଷିମୁନି କିମ୍ବା ମହାନ ପୁରୁଷ ଥିବେ ଯାହାଙ୍କୁ ଲୋକମାନେ ଆଦର୍ଶ ମାନୁଥିବେ, ଏପରି ସ୍ଥାନରେ ବି ସମ୍ବନ୍ଧ ରଖିବା ପାପ ହୋଇଥାଏ ।




୪. ଅଗ୍ନି ପାଖରେ

ଅଗ୍ନି ପୁରାଣରେ ଅଗ୍ନିଙ୍କୁ ଦେବତା ବୋଲି ମନାଯାଇଥାଏ । ସେଥିପାଇଁ ଏପରି ସ୍ଥାନରେ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ଏପରି କରିବା ମହାପାପ ହୋଇଥାଏ ।

୫.  ରୋଗ ଶର୍ଯ୍ୟାରେ ପଡିଥିବା ବ୍ୟକ୍ତିଙ୍କ ପାଖରେ

ରୋଗ ଶର୍ଯ୍ୟାରେ ପଡିଥିବା ବ୍ୟକ୍ତିଙ୍କ ପାଖରେ ବା କୌଣସି ବଡ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଖରେ ସମ୍ବନ୍ଧ ବନାଇବା ପାପ ହୋଇଥାଏ ।


୬.  ଗୋଲାମ ରହିବା ଘରେ

ଯେଉଁ ଘରେ ଗୋଲାମ ବା ଚାକର ଚାକରାଣୀ ଥିବେ କିମ୍ବା ଆଗରୁ ରହୁଥିବେ ସେଠାରେ ମଧ୍ୟ ଶାରୀରିକ ସମ୍ବନ୍ଧ ରଖିବା ଭଲ ନୁହେଁ । ଏପରି ସ୍ଥାନ ଗୁଡିକ ପବିତ୍ର ସମ୍ପର୍କ ବନାଇବା ପାଇଁ ଠିକ ନୁହେଁ ।

୭. କୌଣସି ଅନ୍ୟବ୍ୟକ୍ତିଙ୍କ ଘରେ

ବିଷ୍ଣୁ ପୁରାଣ ଅନୁସାରେ କୌଣସି ବନ୍ଧୁ ବା ସମ୍ପର୍କୀୟଙ୍କ ଘରେ ନିଜ ଜୀବନ ସାଥି ସହ ସମ୍ବନ୍ଧ ବନାଇବା ପାପ ହୋଇଥାଏ । ଏପରି କରିବା ଦ୍ଵାରା ସମ୍ପର୍କରେ ଦୂରତା ଆସିଥାଏ ।

୮. ଶ୍ମଶାନ ପାଖରେ

ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି ସ୍ଥାନ ଯେଉଁଠାରେ ଶ୍ମଶାନ ଥିବ ସେପରି ସ୍ଥାନରେ ଶାରୀରିକ ସମ୍ବନ୍ଧ ରଖିବା ମହାପାପ ଅଟେ । ଏହି ସ୍ଥାନରୁ ବାହାରୁଥିବା ଖରାପ ଉର୍ଜ୍ଜା ସ୍ଵାମୀ ସ୍ତ୍ରୀର ସମ୍ପର୍କକୁ ଖରାପ କରିଦିଏ ।

ଆମେ ଆଶା କରୁଛୁ ଆପଣ ମାନଙ୍କୁ ଏହି ନ୍ୟୁଜ ପୋର୍ଟାଲ ଟି ନିଶ୍ଚୟ ଭଲ ଲାଗିଥିବ । ଆପଣ ଙ୍କ ପ୍ରିୟଜନ ମାନଙ୍କୁ ଅଧିକ ରୁ ଅଧିକ share କରି ଆମକୁ support କରନ୍ତୁ

ଏୁ ଆହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new,government job news, private job news, lifestyle, ଏବଂ ଆହୁରି ମଧ୍ୟ ଅନେକ କିଛି ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 ।

Previous
Next Post »