Jio ଗ୍ରାହକଙ୍କ ପାଇଁ ଖୁସି ଖବର ! ଏବେ ଆପଣ whatsapp ମାଧ୍ୟମରେ ରେ recharge କରିପାରିବେ ଫୋନ୍ । jio new recharge facility |


ନମସ୍କାର ଦର୍ଶକ ବନ୍ଧୁ ! ଆପଣ ମାନଙ୍କୁ ବହୁତ୍ ବହୁତ୍ ସ୍ୱାଗତ କରୁଛୁ ଆମର ଏହି  News Odia 24 ନ୍ୟୁଜ ପୋର୍ଟାଲ  କୁ । ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର ! ଏବେ ଆପଣ whatsapp ମାଧ୍ୟମରେ ରେ recharge କରିପାରିବେ । କୋରନା ମହାମାରୀ ଭିତରେ ଗ୍ରାହକଙ୍କୁ ବଡ଼ ଉପହାର ଦେଇଛନ୍ତି ଜିଓ । ଜିଓ ଗ୍ରାହକଙ୍କୁ recharge କରିବା ପାଇଁ ଆଉ କଉ app's କିମ୍ବା website କୁ  ଯିବାକୁ ପଡ଼ିବ ନାହିଁ । ଜିଓ ଗ୍ରାହକ ମାନେ whatsapp ରେ ନିଜର ଫୋନ୍ ସହିତ ଅନ୍ଯ ଫୋନ୍ କୁବି recharge କରିପାରିବେ । କେବଳ recharge ନୁହେଁ ଜିଓର ଏହି service ଦ୍ୱାରା ଅନେକ ସୁବିଧା ପାଇପାରିବେ ଗ୍ରାହକ । ଜିଓର service whatsapp chat word ଜରିଆରେ ଆରମ୍ଭ କରିଛି । ଏଥିରେ ବିଭିନ୍ନ ପ୍ରଶ୍ନ ଉତ୍ତର ପାଇବା ସହ ଅନେକ ସେବା ର ସୁବିଧା ମଧ୍ୟ ପାଇପାରିବେ ଗ୍ରାହକ । ଜିଓ whatsapp ମାଧ୍ୟମରେ ନିଜ ଗ୍ରାହକ ମାନଙ୍କୁ ଏହିଭଳି ସେବା ଯୋଗାଇ ଦେଉଛି । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଭାବେ

ଜିଓର ଏହି service ମାଧ୍ୟମରେ କ'ଣ କ'ଣ auction ପାଇପାରିବେ ?

1. Network related
2. Recharge and payment
3. Account related
4. new offer
5. SIM / MACD / related
6. Jio phone
7. JioFi
8. New connection or MNP
9. Login using another number
ଆପଣ ଚାହିଁଲେ ଆପଣଙ୍କ ପସନ୍ଦ ର ଭାଷା ମଧ୍ୟ ପରିବର୍ତ୍ତନ କରିପାରିବେ । ଏବେ ଆପଣଙ୍କୁ ଇଂରାଜୀ ଏବଂ ହିନ୍ଦୀ ଭାଷା ମିଳିବ । ଜିଓ ତରଫରୁ କୁହାଯାଇଛି ଯେ ଏଥିରେ ପରବର୍ତ୍ତୀ ସମୟରେ ବାକି ଭାଷା ଗୁଡିକୁ Add କରାଯିବ ।

କେମିତି ପାଇପାରିବେ whatsapp ମାଧ୍ୟମରେ ଏହି ସୁବିଧା ?

ପ୍ରଥମେ ଆପଣଙ୍କୁ ଆପଣଙ୍କର whatsapp ରେ ୭୦୦୦୭୭୦୦୦୭ ଏହି ନମ୍ବର କୁ ହାଏ ଲେଖି send କରିବାକୁ ହେବ । ଏହାପରେ menu ଯିବାକୁ auction ଦେଖାଇବ । ପୁଣି ଆପଣଙ୍କୁ  menu ଲେଖି send କରିବାକୁ ହେବ ।  ଏହାପରେ ଆପଣଙ୍କୁ support ଲେଖି send କରିବା ମାତ୍ରେ ଆପଣ ଙ୍କୁ menu ଆସିଯିବ । ଏହାପରେ ଆପଣ ଚାହୁଁଥିବା auction ଅନୁଯାୟୀ ଆପଣଙ୍କୁ ନମ୍ବର send କରିବାକୁ ହେବ । ଏହିପରି ଆପଣ ଜିଓ ର ଏହି service କୁ ବ୍ୟବହାର କରିପାରିବେ ।

ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new,government job news, private job news, lifestyle, ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 ।

Previous
Next Post »