ଗୋଟିଏ ୮ ବର୍ଷ ବୟସର ପିଲାକୁ ଜିଅନ୍ତା ପଡିଦେବାକୁ ଉଦ୍ୟମ କରିଲେ ନିଜଲୋକ । କାରଣ ଜାଣିଲେ ରକ୍ତଗରମ ଗରମ ହୋଇଯିବ ଆପଣଙ୍କ ର ‌।

 

ନମସ୍କାର ଦର୍ଶକ ବନ୍ଧୁ । ଆପଣ ମାନଙ୍କୁ ବହୁତ୍ ବହୁତ୍ ସ୍ୱାଗତ କରୁଛୁ ଆମର ଏହି  News Odia 24 ନ୍ୟୁଜ ପୋର୍ଟାଲ  କୁ । ଦର୍ଶକ ବନ୍ଧୁ ଆମେ  ଆପଣ ମାନଙ୍କୁ ଆଜି ଜାହା କହିବାକୁ ଯାଉଛୁ । ଆପଣ ଶୁଣିଲେ ଆପଣଙ୍କ ପାଦତଳେ ମାଟି ଖସିଯିବ ! ଦୋହଲି ଯିବ ଆତ୍ମ ! ପଗଳ ପ୍ରାୟ ହୋଇଯିବେ ଆପଣ ! ହୃଦୟକୁ କରିଦିଅନ୍ତୁ କାବୁ ହୋଇପାରନ୍ତି ବିଚଳିତ ।

ଗୋଟିଏ ୮ ବର୍ଷ ପିଲାକୁ ଗଛରେ ବାନ୍ଧି ପାର୍ୟ ୪ ଘଣ୍ଟା ପର୍ଯ୍ୟନ୍ତ ନିସିତୁକ ମାଡ ମାରିଲେ । ମାରି ମାରି ଲହୁଲୁହାଣ କରିଦେଲେ ଅଚେତ ଅବସ୍ଥାରେ ଝୁଲୁଥିଲା ପିଲା । ଏତିକିରବି ମନମାନିଲାନି ଯେ ପୁଣି କିରସିନ ଢାଳି ନିଆଁ ଲଗାଇ ଦେଲେ ।
ଦର୍ଶକ ବନ୍ଧୁ ସମାଜରେ ମଣିଷ ପଣିଆ ବୋଲି କ'ଣ କିଛି ନାହିଁ । ପିଲାଟି ର ଭୁଲ୍ ଯାହାବି ହେଉନା କାହିଁକି । କ'ଣ ଏମିତି ଦଣ୍ଡ ଦବା ଠକ୍ ହୋଇଛି ? ଏବେ ଦର୍ଶକ ବନ୍ଧୁ ଆପଣ ଭାବୁଥିବେ ପିଲାଟି କୌଣସି ବହୁତ ବଡ ଭୁଲ୍ କରିପକେଇଥିବ । କିନ୍ତୁ ଦର୍ଶକ ବନ୍ଧୁ ଆପଣ ସମ୍ପୁର୍ଣ୍ଣ ଖବର ଯାଣିଲେ ମୁଣ୍ଡରେ ହାତ ଦେଇଦେବେ ।

ଦର୍ଶକ ବନ୍ଧୁ ଏଘଟଣା ଟି ଘଟିଛି । କନ୍ଧମାଳ ଜିଲ୍ଲା ଜିଉଦୟଗିରି, ଶ୍ରୀରାମପଣ୍ଡା ସାହି ରେ ।  ବିଜୁ ତ୍ରିପାଠୀ  ନାମକ ଲୋକଟି ଏହିଭଳି ସାସା୍ତି ଦେଇଥିଲେ ତା'ର ୮ ବର୍ଷ ବୟସରେ ନିଜ ପୁଅକୁ । ପୁଅଟିର ଏତିକି ଭୁଲ୍ ଥିଲାଯେ ନ ଜଣେଇ ତା'ର ମାଁ ପର୍ଶରୁ ବାହାର କରିଥିଲା ୨୫୦ ଟଙ୍କା । ବାସ୍ ଘଟଣାଟି ଏତିକିଥିଲା ତାପରେ । କାହିଁକି ଚରିକଲୁ କହିକି ଘର ଆଗରେ ଥିବା ଗଛରେ ବାନ୍ଧିପକେଇଥିଲେ ପୁଅକୁ 


। ବାପା ମାଁ ମିଶି ପାର୍ୟ ୪ ଘଣ୍ଟା ପର୍ଯ୍ୟନ୍ତ ନିସିତୁକ ମାଡ ମାରିଲେ । ମାରି ମାରି ଲହୁଲୁହାଣ କରିଦେଲେ । ଏତିକିରବି ମନ ମନମାନିଲାନି ଯେ ନିଆଁ ଲଗାଇ ପଡିଦେବାକୁ ଉଦ୍ୟମ ମଧ୍ୟ କରିଥିଲେ । ପରେ କିନ୍ତୁ ପୁଅର ସ୍ନେହ ବଧୂଏ ଜାଗିଉଠିଥିଲା ମନରେ । ଗୋଡରୁ ଲିଭାଇ ଦେଇଥିଲେ ନିଆଁ କୂ । 

ପଡିସା ଲୋକ ଏଘଟଣା ଟି କୁ ସମ୍ପୁର୍ଣ୍ଣ ଭାବରେ ଦେଖୁଥିଲେ । କିନ୍ତୁ ଉଧାର କରିବାକୁ ହେହି ଯାଇ ନଥିଲେ । ପରେ କିନ୍ତୁ childline ସଦସ୍ୟ, D.O, ବାଲ୍ୟଭିଵଗ ପ୍ରତିରୋଧକ ସମ୍ବାଦକ, ଏଵଂ ଜି ଉଦୟଗିରି ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ପିଲାଟି କୁ ଉଧାର କରିଥିଲେ । ପରେ ପିଲାଟି କୁ ଫୁଲବାଣୀ ଶିଶୁ ବିଭାଗ କୁ ପଠାଇ ଦେଇଥିଲେ । 


ପୋଲିସ୍ ଓ childline କୁ ଏତିକି ଅନୁରୋଧ ପିଲାଟି କୁ ନ୍ୟାୟ ନମିଳିବା ଯାଏ ହାତ ଛାଡ଼ିବେନି । ଏବଂ ବାପା ମାଁ ଙ୍କୁ ଏମିତି ଦଣ୍ଡ ଦବା ଦରକାର ମଲାଯାଏ ଭୁଲିପାରିବିନି । 

ଦର୍ଶକ ବନ୍ଧୁ ଆମର ଏହି ନ୍ୟୁଜ ଟି viral video ରୁ ନିଆଯାଇଛି

ଦର୍ଶକ ବନ୍ଧୁ ଆମର ଏହି ଲେଖାଟି କେମିତି ଲାଗିଲା କମେଟ କରି ମତାମତ ଜଣାନ୍ତୁ ଆଉ ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new job news, lifestyle, ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share
Previous
Next Post »