ଦୋଳ ପୂର୍ଣ୍ଣିମା ଦିନ କରନ୍ତୁ ଏହି ୫ ଟି ସହଯ ପ୍ରାଚୀନ ଉପାଯ । ଜୀବନ ରୁ ସବୁ ଦୁଃଖ କଷ୍ଟ ଆର୍ଥିକ ସଂକଟ ଦୂର ହୋଇଯିବ । ଏବଂ ବଡ ରୁ ବଡ ସମସ୍ୟା ଉଭେଇ ଯିବ ।


ନମସ୍କାର ଦର୍ଶକ ବନ୍ଧୁ । ଆପଣ ମାନଙ୍କୁ ବହୁତ୍ ବହୁତ୍ ସ୍ୱାଗତ କରୁଛୁ ଆମର ଏହି  News Odia 24 ନ୍ୟୁଜ ପୋର୍ଟାଲ  କୁ । ଦର୍ଶକ ବନ୍ଧୁ ହୋଲି ହେଉଛି ଏକ ହିନ୍ଦୁ ପର୍ବ ଯାହା ପ୍ରାଚୀନ କାଳରୁ ପାଳନ କରାଯାଇଆସୁଛି | ଏହି ପର୍ବ ଆମ ଜୀବନରେ ଅନେକ ପରିବର୍ତନ ଆଣିଥାଏ । ଖାସ୍ କରି ଯେଉଁ ଲୋକେ ତାନ୍ତ୍ରିକ ଜ୍ୟୋତିଷକ ଉପରେ ବିଶ୍ୱାସ ରଖିଥାନ୍ତି ସେମାନଙ୍କ ପାଇଁ ଅଧିକ ଖାସ୍ ହୋଇଥାଏ । କାରଣ  ପ୍ରାଚୀନ ମାନ୍ୟତା ଅନୁସାରେ ହୋଲି ଦିନ କରାଯାଇଥିବା ଉପାୟ ସିଘ୍ର ଏବଂ ଜଲଦି ଫଳ ପ୍ରାପ୍ତି ହୋଇଥାଏ । ହଁ ଦର୍ଶକ ବନ୍ଧୁ ହୋଲି ଦିନ କରାଯାଇଥିବା ଉପାୟ କୁ ଶ୍ରଦ୍ଧା ଏବଂ ନିଷ୍ଟା ମନରେ କରିଥିଲେ ଏହା ନିସ୍ଚୟ ପ୍ରଭାବ ଦେଖାଇଥାଏ । ତେବେ ଦର୍ଶକ ବନ୍ଧୁ ଆମେ ଆଜି ଆପଣ ମାନଙ୍କୁ ଏହିପରି ୫ ଟି ଖାସ୍ ସହଯ ପ୍ରାଚୀନ ଉପାୟ କହିବୁ । ଏହି ଉପାୟ ଆପଣଙ୍କ ଦୁଃଖ କଷ୍ଟ ଜିବନ କୁ ପରିବର୍ତ୍ତନ କରି ସୁଖସମୃଦ୍ଧି ଜିବନ ରେ ଭରିଦେବ ।

୧- ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଆପଣଙ୍କ ଘରର ଅଗଣାରେ ଏକ ତୁଳସୀ ଗଛ ଟିଏ ନିସ୍ଚୟ ଲଗାନ୍ତୁ । ଯଦି ଆପଣଙ୍କର ତୁଳସୀ ଗଛ ପୂର୍ବରୁ ଥାଏ ତେବେ ସେହି ଗଛରେ ଏକ ନାଲିରଙ୍ଗ ର ଏକ କପଡା ବାନ୍ଧି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ସୁଖସମୃଦ୍ଧି ଆସିଥାଏ ଏବଂ ସବୁପ୍ରକାର ଅଭାବ ଦୁର ହୋଇଥାଏ ।

୨- ଦର୍ଶକ ବନ୍ଧୁ ଯଦି ଆପଣଙ୍କ ର ବାହାଘର ହୋଇପାରୁନାହିଁ । ବାରମ୍ବାର ବାହାଘର ପ୍ରସ୍ତାବ ଭାଙ୍ଗି ଯାଉଥିଲେ । ବାହାଘର କୁ ନେଇ କିଛିବି ଅସୁବିଧା ଥିଲେ  ଏବଂ ମନରେ କିଛିବି ଆସା ଥିଲେ । ଆପଣ ଏହି ଉପାୟ ଟିକୁ ନିସ୍ଚୟ କରନ୍ତୁ ।‌ ଏହା ଏକ ଚମତ୍କାର ଉପାୟ । ଏହାକୁ ଶ୍ରଦ୍ଧା ମନରେ କରିଥିଲେ କେଭେବି ବ୍ୟର୍ଥ ହୁଏ ନାହିଁ । ପାନପତ୍ର ଉପରେ ଗୁଆ ଏବଂ ଗୁଟାହଳଦୀ ରଖୂ ପାଖରେ ଥିବା ଶିବ ମନ୍ଦିର କୁ ଯାଆନ୍ତୁ । ଏବଂ ଏହାକୁ ଶିବଲିଙ୍ଗ ଉପରେ ଚଢ଼ାଇ ଦିଅନ୍ତୁ ତାପରେ ଆପଣଙ୍କ ଯୋଗ୍ୟ ସାଥୀ ପାଇଁ ଭଗବାନ ଶିବଙ୍କ ପାଖରେ ପ୍ରାର୍ଥନା କରନ୍ତୁ । ଏବଂ ବାହାଘର କୁ ନେଇ କିଛିବି ଅସୁବିଧା ଥିଲେ । କିମ୍ବା ମନରେ କଛିବି ଆସା ଥିଲେ । ତାହା ଭଗବାନ ଶିବଙ୍କୁ ନିସ୍ଚୟ ଜଣାନ୍ତୁ । ଏବଂ ଭଗବାନଙ୍କୁ ପ୍ରଣାମ କରି ପଛକୁ ନ ଦେଖି ନିଜ ଘରକୁ ଚାଲି ଆସନ୍ତୁ । ଏହା ଆପଣଙ୍କୁ ହୋଲି ଦିନ ସକାଳେ କରିବାକୁ ହେବ । 

୩- ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଫାଟକ ସାମ୍ନା ରେ ଘିଅ ର ଦୀପ ଟିଏ ଜଳାଇ ରଖନ୍ତୁ । ଏବଂ ଏହି ଦୀପରେ ନାଲି ରଙ୍ଗର ବଇତା ବ୍ୟବହାର କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଗୃହ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଏବଂ ଆପଣଙ୍କ ଗୃହ ରେ  ସବୁପ୍ରକାର ଦୁଃଖ କଷ୍ଟ ଦୂର ହେବାସହ ସବୁପ୍ରକାର ଅଭାବ ମଧ୍ୟ ଦୂର ହୋଇଥାଏ । ଏବଂ ବ୍ୟବସାୟ ରେ ବୃଦ୍ଧି ହୋଇଥାଏ ।

 ୪ ହୋଲି ଦିନ ସକାଳେ ଦୁଇଟି ଗୋଟା ଲବଙ୍ଗ ନେବେ । ତାକୁ ଗାଈର ସୁଧ ଘିଅରେ ବୁଡ଼େଇ ରଖନ୍ତୁ । ଧ୍ୟାନ ରଖିବେ ଦର୍ଶକ ବନ୍ଧୁ ଲବଙ୍ଗ ଟି ନ ଭାଙ୍ଗିଥିବା ଦରକାର । ସଂଧ୍ୟା  ହୋଲି ଦହନ ସମୟରେ ଏହାକୁ ହୋଲି ଦହନ ସ୍ଥାନ କୁ ନେଇଯାନ୍ତୂ । ଏବଂ ସାଥିରେ ଗୋଟା ପାନପତ୍ର ଗୋଟା ନଡ଼ିଆ ମଧ୍ୟ ନେଇଯାନ୍ତୁ । ତାପରେ ହୋଲି ଦହନ କୁ ପ୍ରଣାମ କରି ଲବଙ୍ଗ ଏବଂ ପାନପତ୍ର କୁ ହୋଲି ଦହନ ରେ ଅର୍ପିତ କରିଦିଅନ୍ତୁ । ଏହାପରେ ଆପଣଙ୍କୁ ହୋଲି ଦହନ ର ତିନଟି ପରିକ୍ରମା କରି ଗୋଟା ନଡ଼ିଆ ଅଗ୍ନି ରେ ଆହୁତି ହିସାବରେ ପକାଇ ଦିଅନ୍ତୁ । ଏହା ପରେ ଆପଣଙ୍କୁ ଭଗବାନ ଶ୍ରୀ ହରି ଙ୍କୁ ମନରେ ପ୍ରାର୍ଥନା କରି । ଯାହାବି ଅଛି ମନସ୍କାମନା ତାକୁ କହି ଦିଅନ୍ତୁ । ମାନା ଯାଏକି ଏହିପରି କରିବା ଦ୍ଵାରା ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହୋଇଥାଏ । 

୫- ଏହି ଉପାୟ ଆପଣ ହୋଲି ଦିନ କରିବେ । ଯେଉଁ ଦିନ ରଙ୍ଗ ଖେଳା ଯାଇଥାଏ ସେଇ ଦିନ ଆପଣଙ୍କୁ ଏହି ପରି କରିବାକୁ ହେବ । ସକାଳ ଗାଧୋଇବା ପରେ ଆପଣ ନାଲି ରଙ୍ଗର ଅଳ୍ପ ଫଗୁ ନେବେ । ଏବଂ ଆପଣଙ୍କ ଠାକୁର ଘରେ ଦେବୀ ଦେବତା ଫୋଟ ମୂର୍ତ୍ତି ଉପରେ ଅଳ୍ପ ଅଳ୍ପ କରି ଫଗୁ ଲଗାନ୍ତୁ । ଏବଂ ହୋଲି ର ପରଦିନ ଭଗବାନଙ୍କ ସହ ଖେଳା ଯାଇଥିବା ନାଲି ରଙ୍ଗର ଫଗୁ କୁ । ଗୋଟିଏ ନାଲି ରଙ୍ଗର କପଡ଼ା ରେ ଉଠାଇ ନିଅନ୍ତୁ । ଏବଂ ସେଇଥି ରେ ଗୋଟିଏ ରୁପାର ମୁଦ୍ରା ରଖି ଭଲକରି ବାନ୍ଧି ଦିଅନ୍ତୁ । ଏବଂ ତାହାକୁ ନେଇ ଧନ ରଖିଥିବା ସ୍ଥାନରେ ପ୍ରଣାମ କରି ରଖିଦିଅନ୍ତୁ । ଏହା ଏକ ଚମତ୍କାର ଉପାୟ । ଏହା ଦ୍ୱାରା ଆର୍ଥିକ ସଂକଟ ଦୂର ହୋଇଥାଏ । ଧନ ପ୍ରାପ୍ତି ହେବାର ରାସ୍ତା ଖୋଲିଯାଏ ।
ଦର୍ଶକ ବନ୍ଧୁ ହୋଲି ହେଉଛି ଖୁସି ଏବଂ ଆନନ୍ଦ ର ଦିନ । ଏହି ଦିନ ରେ ଚେଷ୍ଟା କରନ୍ତୁ କାହାରି ସହିତ ଝଗଡ଼ା ନ କରିବା ପାଇଁ ।
ଦର୍ଶକ ବନ୍ଧୁ ଏହା ଥିଲା ୫ ଟି ସହଯ ପ୍ରାଚୀନ ଉପାୟ । ଦର୍ଶକ ବନ୍ଧୁ ଯଦି ଆମର ଏହି ଲେଖାଟି ଆପଣ ମାନଙ୍କୁ ଭଲଲାଗିଥିଲେେ ଆମର ଏହି ନ୍ୟୁଜ ପୋର୍ଟାଲ News Odia 24 କୁ like follow subscribe କରନ୍ତୁ । ଏବଂ ଆପଣଙ୍କ ପ୍ରିୟଜନ ମାନଙ୍କୁ ଅଧିକକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 । 

ଆମେ upload କରୁ filme news, business news, health tips, jokes funny, entertainment, new job news, lifestyle, 

Previous
Next Post »