ବିନା processing charge ବ୍ୟାଙ୍କ୍ ଦେଉଛି ମାତ୍ର ୭ ଦିନ ରେ ୧୦ ଲକ୍ଷ ଟଙ୍କାର ଲୋନ୍

ନମସ୍କାର ଦର୍ଶକ ବନ୍ଧୁ । ଆପଣ ମାନଙ୍କୁ ବହୁତ୍ ବହୁତ୍ ସ୍ୱାଗତ କରୁଛୁ ଆମର ଏହି  News Odia 24 ନ୍ୟୁଜ ପୋର୍ଟାଲ  କୁ । ଦର୍ଶକ ବନ୍ଧୁ ଆପଣ ମାନେ business କରିବାକୁ ଚାହୁଁଛନ୍ତି କିନ୍ତୁ ! ଆପଣମାନଙ୍କ ପାଖରେ budget କମ୍ ଥିବାରୁ business କରିପାରୁନାହାନ୍ତି । ହେଲେ ଦର୍ଶକ ବନ୍ଧୁ ଏବେ ସମୟ ଆସିଛି ଆପଣଙ୍କ ମନପସନ୍ଦ ର କିଛିବି business କରିପାରିବେ । ଯଦିଓ ଆପଣ ମାନଙ୍କ ପାଖରେ budget କମ୍ ଅଛି ତଥାପି କରିପାରିବେ ।


ଦର୍ଶକ ବନ୍ଧୁ ଏବେ ଆପଣ ମାନଙ୍କୁ success କରିବା ପାଇଁ । ନେଇ ଆସିଛନ୍ତି କେନ୍ଦ୍ରସରକାର Pradhanmantri Mudra Yojana ଏଇଥିରେ ଯେ କୌଣସି ବ୍ୟକ୍ତି ସହଯରେ loan ନେଇ business ଆରମ୍ଭ କରିପାରିବେ । ଏଇଥିରେ କେବଳ business କରିବାକୁ ଚାହୁଁଥିବା ବ୍ୟକ୍ତି ହିଁ ଲାଭ ଉଠାଇ ପାରିବେ । mudra yojana ରେ ଜଣଙ୍କୁ  ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ loan ମିଳିପାରୁଛି । PM ବା MY Yojana ର ସମ୍ପୁର୍ଣ୍ଣ ନାମ ରହିଛି pradhan mantri micro unit development credit finance agency । ବିଶେଷ କରି mudra yojana ରେ ତିନୋଟି skin ରହିଛି ।


୧ ଶିଶୁ ମୁଦ୍ରା ଲୋନ ଏଇଥିରେ ଜଣଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ‌ଲୋନ ନେଇପାରିବେ ସେହିପରି । 


୨ କିଶୋର ଲୋନ ରେ ଆପଣ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନନେଇ ପାରିବେ । ଏବଂ ତୃତୀୟ ଟି ହେଉଛି 

୩ ତରୁଣ ମୁଦ୍ରା ଲୋନ ଏଇଥିରେ ଜଣଙ୍କୁ ୧୦ ଲୋକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇ ପାରିବେ । mudra yojana ରେ ଆପଣ ମାନଙ୍କୁ ବିନା ଗ୍ୟାରେଣ୍ଟି  ରେ loan ମିଳିପାରୁଛି । 

 ଏହା ସହିତ loan ନେଉଥିବା ବ୍ୟକ୍ତି ଠାରୁ କୌଣସି processing charge ନିଆଯାଉ ନାହିଁ । ଏମିତିକି loan ନେଇଥିବା ବ୍ୟକ୍ତିଙ୍କୁ ପରିଷଧ କରିବାକୁ ୫ ବର୍ଷ ସମୟ ଦିଆଯାଇଛି । ଏହାସହ ମାତ୍ର ୧୨ ରୁ ୧୬ ପ୍ରତିଶତ ସୁଧ ରେ ଲୋନ ପ୍ରଦାନ କରାଯାଉଛି । କୌଣସି କର୍ପୋରେଟ ପାଇଁ mudra yojana loan ମିଳୁନଥିବାବେଳେ । ଛୋଟିଆ ସଂସ୍ଥା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତି ଏବଂ ପୁରୁଣା ବ୍ୟବସାୟୀ ଏହାର ଲାଭ ଉଠାଇ ପାରିବେ । ଆଉ loan ନବାକୁ ଚାହୁଁଥିବା ବ୍ୟକ୍ତି ର ଆୟ ମାସିକ ୧୭ ହଜାର ରୁ ଅଧିକ ହୋଇଥିବା ଦରକାର । ଯଦି ସେ ଆଗରୁ କୌଣସି ବ୍ୟବସାୟ କରିଥାନ୍ତି ତେବେ ୫ ବର୍ଷ ରୁ ଅଧିକ ପୁରୁଣା ହୋଇଥିବା ଦରକାର । ଏମିତିକି ନୂଆକରି ବ୍ୟବସାୟ କରିବାକୁ ଯାଉଥିବା ବ୍ୟକ୍ତି ଅତିକମରେ କୌଣସି କ୍ଷେତ୍ରରେ ୨ ବର୍ଷ ରୁ ଅଧିକ ଚାକିରୀ କରିଥିବା ଦରକାର । ସବୁଠୁ ବଡ଼କଥା mudra yojana loan ଆବେଦନ କରିଲେ ମାତ୍ର ୭ ରୁ ୧୦ ଦିନ ମଧ୍ୟରେ loan ମିଳିଥାଏ ।

୨୦୧୫ ମସିହା ରୁ ଆରମ୍ଭ ହୋଇଥିବା mudra yojana ରେ ୨୦୨୦ ୨୦୨୧ ଆର୍ଥିକ ବର୍ଷରେ ଆଜିସୁଧା ପ୍ରାୟ ୮୧ ଲକ୍ଷ ଲୋକ ଉପକୃତ ହୋଇସାରିଲେନି ।  

ଦର୍ଶକ ବନ୍ଧୁ ଆମର ଏହି ଲେଖାଟି କେମିତି ଲାଗିଲା କମେଟ କରି ମତାମତ ଜଣାନ୍ତୁ ଆଉ ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new job news, lifestyle, ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 । 

Previous
Next Post »