ମୁର୍ଖ ଡାକ୍ତର ଭୁଲ୍ ଇଞ୍ଜେକସନ ଦେଇ ନେଇଗଲା ୬ମାସ ଶିଶୁ ର ଜୀବନ । ଗୁଗୁଲ୍ ରୁ ସର୍ଚ୍ଚକରି ଇଞ୍ଜେକସନ ଦେଇ ନେଇଗଲା ୬ମାସ ଶିଶୁ ର ଜୀବନ ମୁର୍ଖ ଡାକ୍ତର ।

 

ନମସ୍କାର ଦର୍ଶକ ବନ୍ଧୁ । ଆପଣ ମାନଙ୍କୁ ବହୁତ୍ ବହୁତ୍ ସ୍ୱାଗତ କରୁଛୁ ଆମର ଏହି  News Odia 24 ନ୍ୟୁଜ ପୋର୍ଟାଲ  କୁ । ଦର୍ଶକ ବନ୍ଧୁ ଆମେ ଡାକ୍ତରଙ୍କୁ ଚଳିତ ଭଗବାନ ବୋଲି ମିନିଥାଉ । ସେଇଥି ପାଇଁ ଆମର ଯେକୌଣସି ଛୋଟ ବଡ଼ ରୋଗ ହେଲେ ଡ଼ାକ୍ତରଙ୍କୁ ପରାମର୍ଶ କରିଥାଉ ‌। ସାମାନ୍ୟ ଜର ହେଉ ନା କାହିଁକି ଆମ୍ଭେମାନେ ଡ଼ାକ୍ତରଙ୍କ ପାଖକୁ ଯାଇଥାଉ । ଦର୍ଶକ ବନ୍ଧୁ ସେହି ଡ଼ାକ୍ତର ଯଦି ଜୀବନ ନିଏ ତାହେଲେ ଆପଣ କାହାକୁ କ'ଣ କହିବେ । କଥାଟି ଟିକେ ଅଯବ୍ ଲାଗୁଥିଲେ ବି ସତ୍ୟ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ନବରଙ୍ଗପୁର ଜିଲ୍ଲାର ଡାବୁ ଗାଁ ମେଡିକାଲ ରେ । ସନଲପ ପଟ୍ଟନାୟକ ନାମକ ଏକ ମୁର୍ଖ ଡ଼ାକ୍ତର ଗୁଗୁଲ ରେ ସର୍ଚ୍ଚକରି ଭୁଲ୍ ଇଞ୍ଜେକସନ ଦେଇ ୬ମାସ ର ଶିଶୁ କୁ ଜୀବନ ରୁ ମାରିଦେଇଛନ୍ତି । ଦର୍ଶକ ବନ୍ଧୁ ସମ୍ପୁର୍ଣ୍ଣ ଖବର ଯାଣିଲେ ମୁଣ୍ଡରେ ହାତ ଦେଇଦେବେ । ରାଗିକି ଲାଲ୍ ହେଇଯିବେ । ଏଇଭଳି ଡାକ୍ତର ଙ୍କ ଉପରୁ ସବୁଦିନ ପାଇଁ ବିସ୍ବାସ ଉଠିଯିବ । ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସମ୍ପୁର୍ଣ୍ଣ ଖବର ଟିକୁ ।

 ପାପଡା ହାଣ୍ଡିକୁ ବ୍ଲକ ନିଳାବତୀ ଗୁଡା ଗାଁ ର ପ୍ରସାନ୍ତ୍ ବିଷଇ ଓ ଅମୃତା ବିଷଇ । ୬ମାସ ତଳେ ଗୋଟିଏ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଜନ୍ମ ହେବା ପରେ ଅମୃତା ନିଜ ପୁଅ ଶ୍ରୀଓॐ 
ବିଷଇ ‌ଙ୍କ ସହିତ ନିଜ ବାପାଙ୍କ ଘରେ ୬ମାସ ହେଲା ରହୁଥିଲେ । ପୁଅଟିଏ ହୋଇଥିବାରୁ ସମସ୍ତ ବହୁତ୍ ଖୁସି ଥିଲି । ତା'ର ଖିଲି ଖିଲି ହସ ରେ ଯେମିତି ଉଠୁଥିଲା ପଡୁଥିଲା ପୁରା ଘର । ମାର୍ଚ୍ଚ ମାସ ୩୦ ତାରିଖ ରେ ପୁଅ ର ଦେହ ଅସୁସ୍ଥ ହେବାରୁ ପୁଅ କୁ ବାବୁ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ସେଠାରେ ଚିକିତ୍ସା ସମୟ ରେ ଡ଼ାକ୍ତର ସନଲପ ପଟ୍ଟନାୟକ ଶିଶୁ କୁ ଚିକିତ୍ସା କରିଥିଲେ । ଏବଂ ତାଙ୍କର ଫୋନ୍ ରେ ଗୁଗୁଲ୍ ରେ ସର୍ଚ୍ଚକରି ଇଞ୍ଜେକସନ ଲେଖିଥିଲେ । ଏହାପରେ ଡିୟୁଟି ରେ ଥିବା ନର୍ସ କୁ ଶିଶୁ କୁ ଇଞ୍ଜେକସନ ଦେବା କୁ ନିର୍ଦ୍ଦେଶ୍ ଦେଲେ । ମାନିନିଅନ୍ତୁ  ଯେମିତି ଶିଶୁ ର ଜୀବନ ନେବା ପାଇଁ ବେବସ୍ତା କରୁଥିଲେ ଡ଼ାକ୍ତର ଆଉ ନର୍ସ । କିନ୍ତୁ ଜଣା ନଥିଲା ବିଚାରି୍ ମାଁ କୁ । ଡ଼ାକ୍ତର କହିଲେ ଆଉ ନର୍ସ ଇଞ୍ଜେକସନ ଫୁଡିଦେଲେ ଶିଶୁ‌‌ କୁ । କେହି ଭାବିବିନଥିଲେ‌ ଏଇ ଛୋଟ ଛୁଞ୍ଚି ପୁଅ ର ଜୀବନ ନେଇଯିବ । ଇଞ୍ଜେକସନ ଦେବାପର ର କିଛି ସମୟ ପରେ ହିଁ ଶିଶୁ ଟିର ଜୀବନ ଚାଲିଗଲା ମାଁ ର କୂଳରେ। ମିନିଷକେ ଖାଲି ହୋଇଗଲା ମାଁ ର କୂଳ ।

 ପୁଅ କୁ କେବଳ କାସ ହେଉଥିଲା । ତେଣୁ ଡ଼ାକ୍ତରଙ୍କ ପାଖକୁ ମାଁ ଆସିଥିଲେ ପୁଅକୁ ନେଇ । ହଠାତ୍ ଏମିତି ପୁଅ ଚୁପ୍ ହୋଇଯିବା  ଦେଖି ପାଗଳି ପରି ହୋଇଗଲା ମାଁ । ମୋ ସୁନା ବେଟା, ମୋ ରାଜା ବେଟା, ମୋ ପୁଅ ଟା ବା ଥରୁଟେ ଆଖି ଖୋଲି ଦେ । ତବିନା କେମିତି ବଞ୍ଚିବି ମୋ ବାପାରେ ଉଠୁ୍ ଉଠୁ୍ ଉଠୁଯା ଆଖି ଖୋଲ। ଏହା କହି ମାଁ କନ୍ଦୁଛି ଆଉ କନ୍ଦୁଛି । ବାପାଙ୍କୁ ବି‌ ବିଶ୍ଵାସ ହେଉନି ଯେ ତାଙ୍କ ପୁଅ ଆଉ ନାହିଁ । ପୁଅ କୂଳରେ ଧରି ବାୟାଙ୍କ ପରି ଧାଉଁ  ଛନ୍ତି ଏପଟେ ସେପଟେ କାଳେ ଉଠିଯିବ କି ପୁଅ । କାନ୍ଦ ବୋବାଳି ପଡିଗଲା ପୁର ହସ୍ପିଟାଲ  । ସବୁଠୁ ବଡ଼ କଥା ହେଲା । ଶିଶୁ ଟି ମରିଯିବା ପରେ ଡ଼ାକ୍ତର ସନଲପ ପଟ୍ଟନାୟକ ସେଠାରୁ କୁଆଡେ ଲୁଚି ଚାଲିଯାଇଛନ୍ତି । ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା ମଧ୍ୟ କରାଯାଇଥିଲା । କିନ୍ତୁ ମୁଁହ ଖୋଲିଲେ ନାହିଁ ଡ଼ାକ୍ତର ସନଲପ ପଟ୍ଟନାୟକ ଏବେବି ଲୁଚି ଛନ୍ତି
ତେଣୁ ଆମେତ ନିସ୍ଚୟ ପ୍ରଶ୍ନ ଉଠାଇବୁ ନିସ୍ଚୟ ପଚାରିବୁ କିଛି ପ୍ରଶ୍ନ ।


👉 ଚୋର ଙ୍କ ଭଳି ଡାକ୍ତର ସନଲପ ପଟ୍ଟନାୟକ ଲୁଚୁଛନ୍ତି କାହିଁକି ?
👉 ଡ଼ାକ୍ତର କାହିଁକି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆସୁନାହାନ୍ତି ?
👉 ବର୍ତ୍ତମାନ ସ୍ବାସ୍ଥ୍ୟକେନ୍ଦ୍ର ଆସୁଥିବା ରୋଗୀଙ୍କ ଦାୟିତ୍ଵ କିଏ ନେଉଛି ?
👉 ନର୍ସ କେବଳ କ'ଣ ଡ଼ାକ୍ତରଙ୍କ ଅନ୍ଧଭକ୍ତ ନା ନିଜର ବି କିଛି ଗ୍ୟାନ ଅଛି ?
👉 କାହିଁକି କହିଲେ ନାହିଁ ଏ ଇଞ୍ଜେକସନ ଫୁଡାଯିବନାହିଁ ?
👉 ୟା ପୁର୍ବ କେତେଥର ଗୁଗୁଲ୍ ରୁ ସର୍ଚ୍ଚକରି ଇଞ୍ଜେକସନ  ଦେଇଛନ୍ତି ଡାକ୍ତର ସନଲପ ପଟ୍ଟନାୟକ ଆଉ କେତ ଜଣଙ୍କ ଜୀବନ ନେଇଛନ୍ତି ?

ଦର୍ଶକ ବନ୍ଧୁ ଏଇଭଳି ଡାକ୍ତର ଙ୍କ ପାଇଁ କ'ଣ କହିବାକୁ ଚାହାଁନ୍ତି comment ରେ ନିସ୍ଚୟ ଲେଖନ୍ତୁ । ଏବଂ ଏଇଭଳି ଡାକ୍ତର ଙ୍କୁ କେମିତିକା ଦଣ୍ଡ ଦବା ଦରକାର ତାହା ବି comment box ରେ ନିହାତି ଲେଖନ୍ତୁ

ଏବଂ ଆମର ଏହି ଲେଖାଟି କେମିତି ଲାଗିଲା କମେଟ କରି ମତାମତ ନିଶ୍ଚୟ ଜଣାନ୍ତୁ ଏବଂ ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new job news, lifestyle, ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 । 

Previous
Next Post »