ଦିଲ୍ଲିରେ ଜଣେ ଦମ୍ପତି ନିଜ କାର୍ ରେ ସପ୍ତାହନ୍ତ କରଫିୟୁ ସମୟରେ ବିନା ମାକ୍ସା୍ ରେ ବୁଲୁଥିବା ଦେଖି । ପୋଲିସ୍ ତାଙ୍କ ପଚାରିଲେ ତାପରେ କ'ଣ ହେଲା ଦେଖନ୍ତୁ ଏହି ଭିଡିଓ | corona COVID 19


ନମସ୍କାର ଦର୍ଶକ ବନ୍ଧୁ ! corona COVID 19 ନେଇ ଗତବର୍ଷ ବହୁତ ଅସୁବିଧା କୁ ସାମ୍ନା କରୁଥିଲେ। ଗରିବ ଲୋକଙ୍କ ଠୁ ଆରମ୍ଭ କରି ଚାଷୀ, ଦାଦନ ଖଟିଖିଆ, ଛୋଟ ବଡ଼ ବ୍ୟବସାୟୀ, ଏବଂ ଛାତ୍ରା ସିନେମା ଜଗତର କଳାକାର ପର୍ଯ୍ୟନ୍ତ । ଏମିତିକି ଆମ ସରକାର ମଧ୍ୟ ବହୁତ ଚିନ୍ତିତ ହୋଇପଡ଼ିଥିଲେ । corona COVID 19 ଦିନ କୁ ଦିନ ବଢିବାରେ ଲାଗିଥିଲା । ଏଇଥିରେ ବହୁତ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା । lockdown, shutdown, ମାକ୍ସା ପିନ୍ଧିବା, sanitizer ହାତ ସଫା କରିବା, ସାମାଜିକ ଦୂରତା ପାଳନ କରିବା, । ଏହା ସବୁ କରିବା  ଦ୍ଵାରା corona COVID 19 ଟିକୁ ଟିକେ ଦମନ କରାଯାଇଥିଲା ।  କେତେକ ସ୍ଥାନରେ ଲୋକମାନେ ଏହା ମଧ୍ୟ ପାଳନ କରୁନଥିଲେ ।

ଦର୍ଶକ ବନ୍ଧୁ ପୁଣି ଆସିଛି corona ଦିତୀୟ ଲହରୀ ପୁଣି ଥରେ corona COVID 19 ଦିନ କୁ ଦିନ ବଢିବାରେ ଲାଗିଛି । କିନ୍ତୁ ଦର୍ଶକ ବନ୍ଧୁ ଏବେ ମାକ୍ସା ପିନ୍ଧିବା, sanitizer ହାତ ସଫା କରିବା, ସାମାଜିକ ଦୂରତା ପାଳନ କରିବା, । ଏସବୁ ବହୁତ କମ୍ ଦେଖିବାକୁ ମିଳୁଛି । ଏବଂ ପୋଲିସ୍ ମାନଙ୍କୁ ଅଭଦ୍ରାମି ବ୍ୟବହାର ଗାଳିଗୁଲଜ କରୁଥିବା ଅଧିକ ଦେଖିବାକୁ ମିଳୁଛି । ହଁ ଦର୍ଶକ ବନ୍ଧୁ ଏମିତି ଏକ ଲଜ୍ୟାଯନକ ଘଟଣା ଘଟିଛି ଦିଲ୍ଲିରେ । ଦିଲ୍ଲିର ଜଣେ ଦମ୍ପତି ନିଜ କାର୍ ରେ ସପ୍ତାହନ୍ତ କରଫିୟୁ ସମୟରେ ବିନା ମାକ୍ସା୍ ରେ ବୁଲୁଥିବା ଦେଖି । ପୋଲିସ୍ ତାଙ୍କ କାର୍ ଅଟକାଇଲେ  ଏବଂ ପଚାରିଲେ ତାପରେ କ'ଣ ହେଲା ଦେଖନ୍ତୁ ଏହି ଭିଡିଓ ରେ 👇

class="separator" style="clear: both; text-align: center;">

dir="ltr">ଦର୍ଶକ ବନ୍ଧୁ ଏହି ସମୟରେ ପୋଲିସ୍, ଏବଂ ଡାକ୍ତର, ଙ୍କୁ ବିଶେଷ ସ୍ନମାନ ଦିଅନ୍ତୁ । କାହିଁକି ନା ପୋଲିସ୍, ଏବଂ ଡାକ୍ତର, ଏହି ସମୟରେ ତାଙ୍କ ନିଜ ପରିବାରକୁ ଛାଡି ଆମକୁ ସୁରକ୍ଷା, ସେବା , ଦେବାରେ ଲାଗିଛନ୍ତି ।

ଦର୍ଶକ ବନ୍ଧୁ ଏଇଥିରେ ଆପଣଙ୍କ ମତାମତ କ'ଣ comment ରେ ନିଶ୍ଚୟ ଲେଖନ୍ତୁ ଏବଂ ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new,

government job news, private job news, lifestyle, ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 । 

Previous
Next Post »