ଏହି ଝିଅ କୁ ବିଭାହ କରନ୍ତୁ ମିଳିବ ୨ କୋଟି ଟଙ୍କା । କେତୋଟି ସାଧାରଣ ସହଯ ସର୍ତ ରେ । Marry this girl and you will get Rs 2 crore. In some general terms.


 ଝିଅକୁ ବାହା କରିବା ପାଇଁ ଧନୀ ବାପାଙ୍କ ର କେତୋଟି ସାଧାରଣ ସହଯ ସର୍ତ । ଧନୀ ବାପାଙ୍କ ର ସର୍ତ ଏଭଳି କି ଯେକୌଣସି ପୁଅ ଏହାକୁ ଅତି ସହଜରେ ମାନିନେବ । ଏବେ ଏହିଝିଅକୁ ବିଭାହ କରିବା ପାଇଁ ଲାଗିଛି ଲମ୍ବା ଲାଇନ । ହଁ ଦର୍ଶକ ବନ୍ଧୁ ଏହା ବିଲକୁଲ ସତ ଘଟଣା । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ଟିକୁ । ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ବହୁତ୍ ବହୁତ୍ ସ୍ୱାଗତ କରୁଛୁ ଆମର ଏହି  News Odia 24 ନ୍ୟୁଜ ପୋର୍ଟାଲ  କୁ ।

ଏ ଘଟଣା ଟି ଘଟିଛି  ଥାଇଲାଣ୍ଡ ରେ । ଏଠାରେ ଜଣେ ଧନୀ ପିତା ତାଙ୍କର ନିଜ ଝିଅ ବାହାଘର ପାଇଁ ଏତେ ଚିନ୍ତିତ ଥିଲେକି । ସେ ଘୋଷଣା କରିଦେଇଥିଲେ କି ଯିଏ ତାଙ୍କ ଝିଅକୁ ବିଭାହ କରିବ ସେ ତାଙ୍କୁ ୨ କୋଟି ଟଙ୍କା ଦେବେ ।


ସୁଚନା ଅନୁଯାଇ aarna Radthan  ନାମକ ଜଣେ ବ୍ୟକ୍ତି ଏଭଳି ସର୍ତ ରଖିଥିଲେ । ତାଙ୍କର କେବଳ ଏତିକି ସର୍ତ ଯେଉଁ ଯୁବକ ତାଙ୍କ ଝିଅକୁ ବିଭାହ କରିବେ ସେ ବହୁତ ପରିଶ୍ରମୀ ହୋଇଥିବା ଦରକାର । ସିଏ ଅଳସୁଆ ହୋଇ ନଥିବ ଏବଂ ଟଙ୍କା ରୋଜଗାର କରିବାକୁ ଚାହୁଁଥିବ । aarna ଏହା ମଧ୍ୟ କହିଛନ୍ତି ଯେ । ବ୍ୟକ୍ତି ଙ୍କ ପାଖରେ ଡିଗ୍ରୀ ନଥିଲେ ଚଳିବ ଖାଲି ଲେଖା ପଢା ଆସୁଥିବା ଦରକାର । aarna ପାଖରେ ଡୁରିଆନ ର ଖେତ ଅଛି । ଯାହାକି ଏକ ଗନ୍ଧଯୁକ୍ତ ଫଳ କିନ୍ତୁ ସବୁଠାରୁ ଦାମି ଫଳ ଭିତରୁ ଗୋଟିଏ । ଏଇ ଫଳ ଚାଷ କରିବାରେ ତାଙ୍କ ଝିଅ ତାଙ୍କୁ ସାହାଯ୍ୟ କରେ । aarna ଚାହୁଁଛନ୍ତି କି ତାଙ୍କ ଝିଅ ଏପରି ଜଣେ ପୁଅ କୁ ବିଭାହ କରୁ  ଯିଏକି ତାଙ୍କର ଏହି କାମ ସମ୍ବାଳି ପାରିବ । ସୁଚନା ଅନୁସାରେ ଥାଇଲାଣ୍ଡ ରେ ଯଉତୁକ ଦେଇ ବଭାହ କରନ୍ତି ।

ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new,government job news, private job news, lifestyle, ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 । 

Previous
Next Post »