Shahrukh Khan ଙ୍କର ଏହି 5 ଜଣ ଅଭିନେତ୍ରୀ ଦୁନିଆରେ ଆଉ ନାହାନ୍ତି । ଜଣଙ୍କର ମାତ୍ର 19 ବର୍ଷ ବୟସରେ ହୋଇଥିଲା ରହସ୍ୟମୟୀ ମୃତ୍ୟୁ



ନମସ୍କାର ଦର୍ଶକ ବନ୍ଧୁ ! ଆପଣ ମାନଙ୍କୁ ବହୁତ୍ ବହୁତ୍ ସ୍ୱାଗତ କରୁଛୁ ଆମର ଏହି  News Odia 24 ନ୍ୟୁଜ ପୋର୍ଟାଲ  କୁ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ବଲିଉଡ ବା ହଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ । ଅଭିନୟ କରୁଥିବା ସମସ୍ତ କଳାକାର ମାନ । ତାଙ୍କ ନିଜ ଅଭିନୟ କ୍ୟାରିୟର ଖବର ସହ ତାଙ୍କ ପର୍ଶନାଲ ଲାଇଫ ଖବରକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବଲିଉଡ ଜଗତର ଆକ୍ସନ, ରମ୍ନାଟିକ୍, କମେଡି, ଅଭିନେତା ଶାହରୁଖ ଖାନଙ୍କୁ ନିଶ୍ଚୟ ଦେଖିଥିବେ ।  ଶାହରୁଖ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଶାହରୁଖ ଖାନ ନିଜ ବଲିଉଡ କାରିୟରରେ ବହୁତ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି । 


ହେଲେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଶାହରୁଖଙ୍କ ସହ କାମ କରିଥିବା କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନେ ଆଉ ଏହି ଦୁନିଆରେ ନାହାନ୍ତି । ଜଣଙ୍କର ମାତ୍ର 19 ବର୍ଷ ବୟସରେ ହୋଇଥିଲା । ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।



ବନ୍ଧୁଗଣ ଆମ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଶ୍ରୀଦେବୀ । ଶ୍ରୀଦେବୀ ବଲିଉଡ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଶ୍ରୀଦେବୀ ଓ ଶାହରୁଖ ୧୯୯୬ ମସିହାରେ ଫିଲ୍ମ ‘ଆର୍ମି’ରେ ଏକା ସହ କାମ କରିଥିଲେ । ଏହା ବ୍ଯତୀତ ୨୦୧୮ ମସିହାରେ ଆସିଥିବା ଫିଲ୍ମ ‘ଜିରୋ’ରେ ମଧ୍ୟ ଶ୍ରୀଦେବୀ ଏକ ଛୋଟ ଭୂମିକାରେ ନଜର ଆସିଥିଲେ ।

ହେଲେ ବନ୍ଧୁଗଣ ଦୁଃଖର ବିଷୟ ଏହା ହେଉଛି ଯେ ୨୪ ଫେବୃୟାରି ୨୦୧୮ ମସିହାରେ ଶ୍ରୀଦେବୀ ଦୁବାଇର ଏକ ହୋଟେଲ ମଧ୍ୟରେ ପ୍ରା-ଣ ତ୍ୟା-ଗ କରିଥିଲେ । ବାର୍ଥଟପ୍ ରେ ବୁ-ଡି ତାଙ୍କର ଦେ-ହା-ନ୍ତ ହୋଇଥିଲା ଓ ସେ ଆଜି ଏହି ଦୁନିଆରେ ନାହାନ୍ତି ।




ବନ୍ଧୁଗଣ ଆମ ଲିଷ୍ଟର ଦ୍ବିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁଧା ଶିବପୁରୀ । ସୁଧା ବଲିଉଡ ଫିଲ୍ମରେ କାମ କରିବା ସହ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ଶାହରୁଖ ଖାନଙ୍କ ସହ ସୁଧା ଫିଲ୍ମ ‘ମାୟା ମେମସାବ’ରେ କାମ କରିଥିଲେ । ହେଲେ ୨୦୧୫ ମସିହାରେ ୭୭ ବର୍ଷ ବୟସରେ ସେ ପ୍ରା-ଣ ତ୍ୟା-ଗ କରିଥିଲେ ।


ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରସିକା ଯୋଶୀ । ଶାହରୁଖ ଖାନଙ୍କ ଅଭିନେତ୍ରୀ ରସିକା ଯୋଶୀଙ୍କର ଜୁଲାଇ 7, 2011 ରେ ପର ଲୋକ ହୋଇଥିଲା। ଶାହାରୁଖଙ୍କ ସହ ସେ ବିଲୁ ବାରବର୍ ଏବଂ ସ୍ୱଦେଶ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ଉଭୟ ଚଳଚ୍ଚିତ୍ରରେ ରସିକାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।



ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟା ଭାରତୀ । ବନ୍ଧୁଗଣ ଦିବ୍ୟା ଭାରତୀ ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ପାଇଛନ୍ତି । ଦିବ୍ୟା ବଲିଉଡ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଶାହରୁଖ ଓ ଦିବ୍ୟା ଏକା ସହ ୧୯୯୨ ମସିହାରେ ଫିଲ୍ମ ‘ଦିବାନା’ରେ କାମ କରିଥିଲେ । ହେଲେ ବନ୍ଧୁଗଣ ୫ ଏପ୍ରିଲ ୧୯୯୩ ମସିହାରେ ଦିବ୍ୟାଙ୍କର ରହସ୍ୟମୟ ଦେ-ହା-ନ୍ତ ହୋଇଥିଲା । ସେହି ସମୟରେ ସେ କେବଳ ୧୯ ବର୍ଷ ବୟସର ଥିଲେ ।


ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ବା ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରିମା ଲାଗୁ । ଆପଣ ମାନେ ସମସ୍ତେ ରିମାଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ରିମା ଓ ଶାହରୁଖ ଏକା ସହ ଫିଲ୍ମ କୁଛ କୁଛ ହୋତା ହେ, ୟଶ ବସ୍ ଓ କଲ ହୋ ନା ହୋ ଆଦି ଫିଲ୍ମରେ କାମ କରିଛନ୍ତି । ହେଲେ ଦୁଃଖର କଥା ଏହା ଯେ ୧୮ ମେ ୨୦୧୭ ମସିହାରେ ୫୮ ବର୍ଷ ବୟସରେ ରିମା ଲାଗୁ ପ୍ରା-ଣ ତ୍ୟା-ଗ କରିଥିଲେ ।

ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new,government job news, private job news, lifestyle, ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 ।

Previous
Next Post »