ପ୍ରଶାସନ ତରଫରୁ ପୋଲିସ୍ hollywood ଗିତ ଗାଇ ଗ୍ରାମ ବାସିଙ୍କୁ ବୁଝେଇ ବାର video viral ହୋଇଛି । Guy hollywood momentum of Police on behalf of the administration has been explaining grams stale bar video viral.



 ଦର୍ଶକ ବନ୍ଧୁ corona_COVID_19 ଦିନ କୁ ଦିନ ବଢିବାରେ ଲାଗିଛି । ତଥାପି ଲୋକଙ୍କ ମନରେ ଏଯାଏଁ ଭୟ ଆସୁନି । ଦର୍ଶକ ବନ୍ଧୁ କିଛି ଦିନ ପୁର୍ବ ରେ ଆମେ ଗୋଟିଏ ଲେଖା (ପୋର୍ଟାଲ) ପୋଷ୍ଟ କରିଥିଲୁ । ଯେଉଁଥିରେ max checking କୁ ନେଇ ସ୍ଵାମୀ ସ୍ତ୍ରୀ ପୋଲିସ୍ ସହିତ ଗଣ୍ଡଗୋଳ ବଡଧରଣର ହଙ୍ଗାମା କରିଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର corona_COVID_19 କୁ ନେଇ ଜେତେ ଆଇନ୍ କଡାକଡି କଲେ ମଧ୍ୟ ଲୋକେ ଏହାକୁ ମାନିବାକୁ ନାରାଜ । ଏବଂ ପୋଲିସ୍ ମଧ୍ୟ ବୁଝାଇବା ସହିତ ଗାଳିଗୁଲଜ କରି ମାରଧର କଲେବି ଲୋକ ବୁଝୁ ନାହାନ୍ତି । ଅଲୋଟା ପୋଲିସ୍ ଉପରେ ଆକ୍ରମଣ କରୁଛନ୍ତି । ଏସବୁ କୁ ଆଖିରେ ରଖି ପ୍ରଶାସନ ଏବଂ ପୋଲିସ୍ ବାହାର କରିଛନ୍ତି ନୂଆ ତରିକା । ଯେଉଁଥିରେ hollywood ଗିତ ଗାଇ ଗ୍ରାମ ବାସିଙ୍କୁ ବୁଝାଉଛନ୍ତି । ଦେଖନ୍ତୁ ଏହି ଭିଡିଓ 👇



Previous
Next Post »