ସାରା ରାଜ୍ୟରେ ଲକ୍ ଡାଉନ୍ 5 may ରୁ 19 may | ଲକ୍ ଡାଉନ୍ ରେ କ'ଣ ଖୋଲିବ ଏବଂ କ'ଣ ବନ୍ଦ୍ ହେବ। ରାଜ୍ୟ ସରକାର ଙ୍କ ବଡ ନିଷ୍ପତ୍ତି ।


ସାର ରାଜ୍ୟ ରେ ୧୪ ଦିନିଆ  lockdown ଘୋଷଣା କରିଛନ୍ତି ରାଜ୍ୟ ସରକାର । corona_COVID_19 ର ସଂକ୍ରମଣ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି । ପୂର୍ବରୁ ସାପ୍ତାହିକ shutdown ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ୨ ମୋଇ ରେ ପୁଣି ରାଜ୍ୟ ସରକାର ୧୪ ଦିନିଆ  lockdown ଘୋଷଣା କରିଛନ୍ତି । ଏହା ସାରା ରାଜ୍ୟରେ ମୋଇ ୫ ତାରିଖ ରୁ ମୋଇ ୧୯ ତାରିଖ ପର୍ଯ୍ୟନ୍ତ ରହିବ । ଏହାର ଉପରେ ବିଭିନ୍ନ ପ୍ରକାରର କଟକଣା ଜାରି କରାଯାଇଛି । ଅନେକ ଜିନିଷ କୁ ବା ପରିବହନ କୁ ଅନୁମତି ଦିଆଯାଉଥିବା ବେଳେ । କିଛି କାର୍ଯ୍ୟ ବା ସେବା ଉପରେ କଡାକଡି ରୁକୁ୍ ଲଗାଯାଇଛି । ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା । ଏହି ୧୪ ଦିନିଆ  lockdown ରେ କେଉଁ ସବୁ କାର୍ଯ୍ୟ ବା ସେବା ଉପରେ କଡାକଡି ରୁକୁ୍ ଲଗାଯାଇଛି ଏବଂ କେଉଁ ସବୁ କାର୍ଯ୍ୟ ବା ସେବା କୁ ଅନୁମତି ଦିଆଯାଇଛି ।

କଠୋର ନିଷ୍ପତ୍ତି ନେଲେ ସରକାର


👉 ଟିକାକରଣ, ଟେଷ୍ଟି‍ଂ ଜାରି ରହିବ
👉 ନିର୍ବାଚନ ପାଇଁ lockdown କଟକଣାରେ କୋହଳ
👉 ସକାଳ ୬ଟା ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ

କ'ଣ ଖୋଲା ରହିବ ?

✔️ ସମସ୍ତ ଔଷଧ ଦୋକାନ
✔️ ହସ୍ପିଟାଲ, କ୍ଲିନିକ୍, ନର୍ସିଂହୋମ୍, ଟେଲି ମେଡ଼ିସିନ
✔️ ଟିକାକରଣ‌ ଏବଂ ଟେଷ୍ଟି‍ଂ କେନ୍ଦ୍ର
✔️ ପେଟ୍ରୋଲ ପମ୍ପ
✔️ ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ
✔️ ଖାଦ୍ୟ ରାସନ୍ ସାମଗ୍ରୀ କୁ ଅନଲାଇନ ଓ ହୋମ୍ ଡେଲିଭରି
✔️ ସକାଳ ୬ଟା ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ
✔️ ବ୍ୟାଙ୍କିଙ୍ଗ, ଏବଂ ଏଟିଏମ୍ ସେବା
✔️ ରାଜ୍ୟ ଭିତରେ ଓ ବାହାରେ ଆମ୍ବୁଲାନ୍ସ ସେବା
✔️ ହୋଟେଲ, ରେଷ୍ଟୁରାଣ୍ଟ ରେ partial ଦିଆଯିବ


ଲକ୍ ଡାଉନ୍ ମୁଖ୍ୟାଂଶ


✔️ ବିଦ୍ୟୁତ, ଜଳଯୋଗାଣ,ପରିମ, ଟେଲିଫୋନ, ଗ୍ୟାସ୍ ସେବା
✔️ ମାଲ ପରିବହନ ସେବା
✔️ ଶିକ୍ଷା ସଂକ୍ରାନ୍ତୀୟ ବହି ଦୋକାନ
✔️ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ
✔️ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ
✔️ ଜରୁରୀକାଳୀନ ସେବା ସମ୍ପର୍କିତ କାର୍ଯ୍ୟ
✔️ ନିର୍ମାଣ ସାମଗ୍ରୀ ଦୋକାନ
✔️ ସରକାରୀ ଓ ବେସରକାରୀ ଶିଳ୍ପାନୁଷ୍ଠାନ
✔️ ସକାଳ ୫ଟା ରୁ ୮ ଯାଏ ଖବରକାଗଜ ବିତରଣ


କ'ଣ ବନ୍ଦ ରହିବ ?


❌ ଯାତ୍ରୀବାହୀ ବସ ଚଳାଚଳ
❌ ସମସ୍ତ ଶିକ୍ଷାନୁଷ୍ଠାନ କୋଚିଂ ସେଣ୍ଟର୍
❌ ଅଟୋରିକ୍ସା ଟ୍ୟାକ୍ସି  କ୍ୟାବ୍ ଚଳାଚଳ
❌ ସିନେମା ହଲ୍ ମଲି୍ଟ ଜିମ୍ ସୁଇମିଂ ଫୁଲ୍
❌ ପାର୍କ, ବାର୍, ସେଲୁନ୍ ଡ୍ୟୁଟି ପାର୍ଲର୍,
❌ ସପ୍ତାହିକ ଓ ଦୈନିକ ହାଟ
❌ ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ
❌ ଯାତ୍ରା, ଅପେରା, ମୁକ୍ତିକାଶ , ରଙ୍ଗମଞ୍ଚ
❌ ସମସ୍ତ ଧର୍ମାନୁଷ୍ଠାନ, ( କେବଳ ନୀତିକାନ୍ତି ଚାଲିବ )
❌ ପ୍ରଦର୍ଶନୀ, ମେଳା, ସମ୍ମିଳନୀ

ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new,government job news, private job news, lifestyle, ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 । 
Previous
Next Post »