କରନା ଟିକା ପାଇଁ ମାଗିଲେ ଟଙ୍କା ! । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ କରନା ଟିକା କୁ କଲେ ବିକ୍ରି | corona Tika Pani magile tanka | gosti swasto kendar to Adhikari corona COVID 19 Tika kole bikri .


ନମସ୍କାର ଦର୍ଶକ ବନ୍ଧୁ‌ । corona 19 ମହାମାରୀ ର ଯେଉଁ ପରିସ୍ଥିତି ଚାଲିଛି । ଏନେଇ ରାଜ୍ୟ ସରକାର ସବୁ ପ୍ରକାରର ସୁବିଧା କରିଛନ୍ତି । ଏବଂ ଟିକା ପାଇଁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ COVID 19 ଟିକା ସମ୍ପୁର୍ଣ୍ଣ ମାଗଣା ଦିଆଯିବ । ପ୍ରଥମ ପର୍ଯ୍ୟାୟ ଦ୍ଵିତୀୟ ପର୍ଯ୍ୟାୟ ସମ୍ପୁର୍ଣ୍ଣ ମାଗଣା ଦିଆସରିଛି । ଏବଂ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଟିକା କରଣ ଚାଲିଛି । ଏହା ମଧ୍ୟ ସମ୍ପୁର୍ଣ୍ଣ ମାଗଣା ରେ ଦିଆଯିବା କଥା । କିନ୍ତୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ । ଟିକା ନେବା ପାଇଁ ଆସିଥିବା ଲୋକଙ୍କ ଠାରୁ ଟଙ୍କା ନେଉଥିବାର ଭିଡିଓ ଭାଇରାଲ ହୋଇଛି । ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୁର୍ଣ୍ଣ ଖବର ଟିକୁ ଜାଣିବା ।


ଏହି ଘଟଣା ଟି ହେଉଛି ବାଲେଶ୍ଵର ଜିଲ୍ଲାର, ବାଲିଆପାଳ ବ୍ଲକ ଅନ୍ତର୍ଗତ, ପ୍ରତାପ୍ ପୁର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ‌। corona COVID 19 ମହାମାରୀ ବିରୋଧରେ ଟିକା କରଣ କୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ହେଲେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ । ଟିକା ନେବା ପାଇଁ ଆସିଥିବା ଲୋକଙ୍କ ଠାରୁ ଟଙ୍କା ନେଉଥିବାର ସାଂଘାତିକ ଅଭିଯୋଗ ଆସିଛି । ଯେତେବେଳେ ଟିକା ପାଇଁ ଲାଇନ୍ ରେ ଛିଡ଼ା ହୋଇ ମଧ୍ୟ ଟିକା ନେଇ ପାରୁନାହାନ୍ତି । ଲମ୍ବା ଧାଡ଼ି ମଧ୍ୟ ଲାଗୁଛି । କୋଉଠି ଟିକା ମିଳୁନାହିଁ ତ କୋଉଠି ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଛନ୍ତି ଲୋକମାନେ । ଏବଂ ଏହିଭଳି ଏକ ଜଟିଳ ପରିସ୍ଥିତି । ଏହି ପରି ଚିତ୍ର ଆସୁଛି ଯେଉଁଥିରେ ଟିକା ନେବା ପାଇଁ ଆସିଥିବା ଲୋକଙ୍କ ଠାରୁ ଟଙ୍କା ନେଉଛନ୍ତି । ଏହାର ଭିଡିଓ ମଧ୍ୟ ଭାଇରଲ୍ ହୋଇଛି । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ‌। ତେବେ ଏନେଇ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଇନ୍ ଚାର୍ଜ କୁ ପଚାରିବା ରୁ ସେ କହିଛନ୍ତି । ଘଟଣା ସମ୍ପର୍କରେ ଅବଗତ ହେଲା ପରେ । ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ଏଥିସହିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new,government job news, private job news, lifestyle, ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 ।
 

Previous
Next Post »