କୋରନା ମହାମାରୀ ର ଦିତୀୟ ଲହରୀ ରେ ସାହାଯ୍ୟ ର ହାତ ବଢ଼େଇଲା ଦେଶର ସବୁଠାରୁ ବଡ଼ ସରକାରୀ BANK SBI । The country's largest government bank, SBI, extended a helping hand in the second wave of the Corona epidemic.


ନମସ୍କାର ଦର୍ଶକ ବନ୍ଧୁ ! ଆପଣ ମାନଙ୍କୁ ବହୁତ୍ ବହୁତ୍ ସ୍ୱାଗତ କରୁଛୁ ଆମର ଏହି  News Odia 24 ନ୍ୟୁଜ ପୋର୍ଟାଲ  କୁ । ଆଜି ଆମେ ଆପଣ ମାନଙ୍କୁ କହିବୁ ଦେଶର ସବୁଠାରୁ ବଡ଼ ସରକାରୀ BANK ର କିଛି ନୂଆ ନିୟମ ବିଷୟରେ । ହଁ ଦର୍ଶକ ବନ୍ଧୁ ଆଜି ଆମେ SBI BANK ର କିଛି ନୂଆ ନିୟମ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା କ'ଣ ସବୁ ରହିଛି ନୂଆ ନିୟମ ।

କୋରନା ମହାମାରୀ ର ଦିତୀୟ ଲହରୀ ରେ ସାହାଯ୍ୟ ର ହାତ ବଢ଼େଇଲା ଦେଶର ସବୁଠାରୁ ବଡ଼ ସରକାରୀ BANK SBI । ଏବେ SBI ଗ୍ରାହକଙ୍କ ପାଇଁ ଆଣିଛି ଖୁସି ଖବର । ଟଙ୍କା ଉଠାଣର ନିୟମରେ ପରିବର୍ତ୍ତନ କରାଯାଇଛି । କୋରନା ମହାମାରୀ ର ଦିତୀୟ ଲହରୀ ମଧ୍ୟ ରେ । ଅଣ ଘରୋଇ ଶାଖା ଗୁଡିକ ନଗଦ୍ ଟଙ୍କା ଉଠାଣର ସିମା ବୃଦ୍ଧି କରିଛି SBI । ଯେଉଁଥିରେ ଗ୍ରାହକ ମାନେ ବହୁତ ଉପକୃତ ହୋଇପାରିବେ । BANK ଟୁଇଟ୍  ଅନୁଯାୟୀ ଗୋଟିଏ ଦିନରେ ଗ୍ରାହକଙ୍କ ପୂର୍ବ ତୁଳନାରେ ଅଧିକ ଟଙ୍କା ଉଠାଇ ପାରିବେ । ଆକାଉଣ୍ଟ ରୁ ନଗତ୍ ଟଙ୍କା ଉଠାଇ ବାର ସିମାକୁ ବୃଦ୍ଧି କରିଛି । ବର୍ତ୍ତମାନ ଗ୍ରାହକ ମାନ ସେମାନଙ୍କ ନିକଟସ୍ଥ ଶାଖା ଯାଇ set withdrawal form କୁ ୨୫.୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରୁଛନ୍ତି ।

BANK ପକ୍ଷରୁ କ'ଣ କୁହାଯାଇଛି ?

ମାହାମାରୀ ରେ ନିଜ ଗ୍ରାହକଙ୍କ ସାହାଯ୍ୟ କରିବାକୁ ଯାଇ SBI ଚେକ୍ ଏବଂ withdrawal form ଜରିଆରେ । ଅଣ ଘରୋଇ ନଗଦ୍ ସୁବିଧା ବୃଦ୍ଧି କରିଛି । ଫଳରେ ଟଙ୍କା ଉଠାଇବା ପାଇଁ ହଇରାଣ ହେବେ ନାହିଁ ଗ୍ରାହକ ।

ଜାଣନ୍ତୁ ଟଙ୍କା ଉଠାଣର ନିୟମ

BANK ଦ୍ୱାରା ପ୍ରକାଶିତ ସୁଚନା ଅନୁସାରେ ଗ୍ରହକ ଟଙ୍କା ଉଠାଇବା form ମାଧ୍ୟମରେ ଅନ୍ୟ ଶାଖା କୁ ଯାଇ ସେମାନଙ୍କ ସଞ୍ଚୟ ଏକାଉଣ୍ଟ୍ ୨୫.୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ବର୍ତ୍ତମାନ ଚେକ୍ ମାଧ୍ୟମରେ ଅନ୍ୟ ଶାଖା ରୁ ୧.୦୦.୦୦୦ (ଏକ ଲକ୍ଷ) ପର୍ଯ୍ୟନ୍ତ ଉଠାଣ କରିହେବ ତୃତୀୟ ପକ୍ଷଙ୍କ ପାଇଁ ନଗଦ୍ ଉଠାଣ ସିମାକୁ ୫୦,୦୦୦ (ପଚାଶ ହଜାର) ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ନୂଆ ନିୟମ କୁ ତୁରନ୍ତ କାର୍ଯ୍ୟକାରୀ କରିଛି SBI । ଏହି ନିୟମ ଗୁଡିକ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି BANK ପକ୍ଷରୁ ସ୍ପଷ୍ଟ ଦିଆଯାଇଛି ।


ଏହିପରି ନ୍ୟୁଜ ପୋର୍ଟାଲ ପାଇବାପାଇଁ ଆମର ଏହି News Odia 24 ନ୍ୟୁଜ ପୋର୍ଟାଲ କୁ like follow subscribe କରନ୍ତୁ ।ଆମେ upload କରୁ filme news, business news, health tips, jokes funny, entertainment, new,government job news, private job news, lifestyle, ତେଣୁ ଆମର ଏହି ନ୍ୟୁଜ ପୋର୍ଟାଲ like follow subscribe କରନ୍ତୁ । ଆଉ ଅଧିକ ରୁ ଅଧିକ share କରନ୍ତୁ ଧନ୍ୟବାଦ 🙏 ।

Previous
Next Post »